ବିଶ୍ୱ ହାଇପରଟେନସନ ଦିବସ: ରକ୍ତଚାପ ଓ ମଧୁମେହ ରୋଗରେ ବୃଦ୍ଧି, ୩୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ପାଇଁ ଚିନ୍ତା

ମେ ୧୭, ୨୦୨୫, ବିଶ୍ୱ ହାଇପରଟେନସନ ଦିବସ ପାଳନ କରାଯାଉଛି। ଏହି ଦିବସର ମୂଳ ଉଦ୍ଦେଶ୍ୟ ହେଉଛି ଉଚ୍ଚ ରକ୍ତଚାପ (ହାଇପରଟେନସନ) ସମ୍ପର୍କରେ ସଚେତନତା ବୃଦ୍ଧି କରିବା…

ସୁନ୍ଦରଗଡ଼ରେ ଶେୟାର ବ୍ୟବସାୟ ନାମରେ ବିଶାଳ ଠକେଇ: ୪୦ କୋଟିରୁ ଅଧିକ ଟଙ୍କା ହଡ଼ପ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଏକ ବଡ଼ ଧରଣର ଆର୍ଥିକ ଠକେଇ ଘଟଣା ପ୍ରକାଶ ପାଇଛି। ଜଣେ ଯୁବକ ଶେୟାର ବ୍ୟବସାୟରେ ବିନିଯୋଗ କରି ଏକ ମାସ ମଧ୍ୟରେ…

ତପସ୍ବିନୀ ଏକ୍ସପ୍ରେସ୍ ଟ୍ରେନ୍‌ରେ ପଥର ମାଡ଼: ଯାତ୍ରୀଙ୍କ ମଧ୍ୟରେ ଆତଙ୍କ

ସମ୍ବଲପୁର: ତପସ୍ବିନୀ ଏକ୍ସପ୍ରେସ୍ ଟ୍ରେନ୍‌ଟି ଯାତ୍ରୀମାନଙ୍କୁ ନେଇ ନିଜ ଗନ୍ତବ୍ୟ ଆଡ଼କୁ ଯାଉଥିବା ସମୟରେ ରେଙ୍ଗାଲି ଓ ଝାରସୁଗୁଡ଼ା ଷ୍ଟେସନ ମଝିରେ କେହି ଅଜଣା ଦୁଷ୍କୃତକାରୀ ପଥର…

ବରଗଡ଼ରେ ଧାନ ସଂଗ୍ରହ ଚାଲିଥିବା ବେଳେ ଛତିଶଗଡ଼ରୁ ଆସିଥିବା ଧାନଭର୍ତ୍ତି ଟ୍ରକ ଜବତ

ଛତିଶଗଡ଼ରୁ ଧାନ ବୋଝେଇ ଏକ ଟ୍ରକ ବରଗଡ଼ ଆସୁଥିବା ଖବର ପ୍ରଶାସନକୁ ମିଳିଥିଲା। ଏହି ସୂଚନା ଆଧାରରେ ଉପ-ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ଦଳ ବରଗଡ଼ ସହରର ନିକଟସ୍ଥ…

ରେଙ୍ଗାଲିର ଝିଅ ମଦୁମିତା ବେହେରା: CBSE +2 ବାଣିଜ୍ୟରେ ରାଜ୍ୟରେ ପ୍ରଥମ!

ସମ୍ବଲପୁର ଜିଲ୍ଲାର ରେଙ୍ଗାଲିର ପ୍ରତିଭାସମ୍ପନ୍ନା ଝିଅ ମଦୁମିତା ବେହେରା 2025 ମସିହାର CBSE +2 ବାଣିଜ୍ୟ ବୋର୍ଡ ପରୀକ୍ଷାରେ 94.6% ମାର୍କ ସହ ଓଡ଼ିଶାରେ ପ୍ରଥମ ସ୍ଥାନ…

ଶ୍ରେୟାଂଶ ହୋତାଙ୍କ ରେକର୍ଡ: CBSE ଦଶମରେ ୯୯% ମାର୍କ ସହ ରାଜ୍ୟରେ ଶୀର୍ଷରେ

 ମଙ୍ଗଳବାର, ଅର୍ଥାତ୍ ମେ ୧୩, ୨୦୨୫ରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକା30CBSE ଦଶମ ଶ୍ରେଣୀ…

କଳାହାଣ୍ଡିରେ ବନୀକରଣ ଯୋଜନାରେ ୭୯.୫୪ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ: ଚାରି ବନ ଅଧିକାରୀ ଗିରଫ

ଓଡ଼ିଶା ଭିଜିଲାନ୍ସ କଳାହାଣ୍ଡି ଜିଲ୍ଲାର ଜୟପାଟଣା ରେଞ୍ଜରେ ପ୍ରତିପୂରକ ବନୀକରଣ ଯୋଜନା ଅଧୀନରେ ୨୦୨୩-୨୪ ଆର୍ଥିକ ବର୍ଷରେ ପ୍ରାୟ ୭୯.୫୪ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗରେ ଚାରି…

ଓଡ଼ିଶା ମ୍ୟାଟ୍ରିକ୍ ୨୦୨୫: ବରଗଡ଼ ଓ କଟକର ଛାତ୍ରଛାତ୍ରୀ ଯୁଗ୍ମ ଟପ୍ପର, ମିଳିବ ଲକ୍ଷେ ଟଙ୍କା ମେଧାବୃତ୍ତି

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ୨୦୨୫ ମ୍ୟାଟ୍ରିକ୍ ପରୀକ୍ଷାରେ ବରଗଡ଼ ଜିଲ୍ଲାର ସରସ୍ଵତୀ ଶିଶୁ ମନ୍ଦିରର ଦଶମ ଶ୍ରେଣୀ ଛାତ୍ରୀ ବବିତା ରଥ ଏବଂ…

କଳାହାଣ୍ଡି: ଲାଞ୍ଜିଗଡ଼ର ଦାଦନ ଶ୍ରମିକଙ୍କ ମୃତ୍ୟୁ, ସରକାରୀ ସହାୟତା ଦାବି

କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକରେ ଦାଦନ ଶ୍ରମିକଙ୍କ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଅନ୍ୟ ରାଜ୍ୟରେ କାମ କରୁଥିବା ଶ୍ରମିକଙ୍କ ମୃତ୍ୟୁ ଘଟଣା ବାରମ୍ବାର ସାମ୍ନାକୁ…

ଝାରସୁଗୁଡ଼ା: ଯବାନଙ୍କ ସ୍ତ୍ରୀଙ୍କ ଅକାଳ ବିୟୋଗ, ଭିମସାରରେ ଚିକିତ୍ସାଧୀନ ଅବସ୍ଥIରେ ମୃତ୍ୟୁ

ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ ଅନ୍ତର୍ଗତ ସୁନ୍ଦରଗଡ଼ ସୀମାବର୍ତୀ ଟେଙ୍ଗନାମାଲ ଗାଁରେ ରହୁଥିବା ଦେବରାଜ ଗଣ୍ଡ ଅରୁଣାଚଳ ପ୍ରଦେଶରେ ସଶସ୍ତ୍ର ସୀମା ବଳ (ଏସଏସବି)ରେ କାର୍ଯ୍ୟରତ ଅଛନ୍ତି।…