ବୌଦ୍ଧରେ ନିର୍ମାଣାଧୀନ ରେଳ ଟନେଲ ଭୁଶୁଡ଼ିବା ଘଟଣା: ନିମ୍ନମାନର କାମ ଓ ଠିକା ସଂସ୍ଥା ଉପରେ ଅଭିଯୋଗ

ବୌଦ୍ଧ, ମେ ୨୭, ୨୦୨୫: ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ଅଂଶ ଭାବେ ବୌଦ୍ଧ ଜିଲ୍ଲାର ହରଭଙ୍ଗା ଅଞ୍ଚଳର ଅଡ଼େଣିଗଡ଼ ନିକଟରେ ନିର୍ମାଣାଧୀନ ଓଡ଼ିଶାର ସର୍ବ ବୃହତ୍ତମ ୫…

ଟିଟିଲାଗଡ଼ ସରକାରୀ ହସ୍ପିଟାଲରେ ଅସ୍ୱାସ୍ଥ୍ୟକର ତ୍ରୁଟି ଘଟଣା ଜନତାଙ୍କୁ କ୍ଷୁବ୍ଧ କଲା

ଟିଟିଲାଗଡ଼, ବଲାଙ୍ଗୀର, ମେ ୨୭, ୨୦୨୫: ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ସରକାରୀ ହସ୍ପିଟାଲରେ ଏକ ଆଘାତଜନକ ଘଟଣା ସାମ୍ନାକୁ ଆସିଛି, ଯାହା ସ୍ୱାସ୍ଥ୍ୟବିଧି ଓ ଚିକିତ୍ସା ସୁରକ୍ଷା…

ନୂଆପଡ଼ାରେ ସାମ୍ବାଦିକଙ୍କ ବିରୁଦ୍ଧରେ ମାମଲା: ଆବକାରୀ ଅଧିକାରୀ ସାଜି ମଦ କାରଖାନାରୁ ୧.୦୨ ଲକ୍ଷ ଟଙ୍କା ହଡ଼ପ

ଓଡ଼ିଶାର ନୂଆପଡ଼ା ଜିଲ୍ଲାର ସିନାପାଲି ଥାନା ଅଧୀନ ଗଣ୍ଡାବାହାଲି ଅଞ୍ଚଳରେ ଥିବା ଏକ ମଦ କାରଖାନାରୁ ୧.୦୨ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଜଣେ ସାମ୍ବାଦିକଙ୍କ…

ସୁବର୍ଣ୍ଣପୁରରେ କାର ଦୁର୍ଘଟଣା: ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା, କାରରୁ ମିଳିଲା ବନ୍ଧୁକ ଓ ଗୁଳି

ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ଥାନା ନିକଟରେ ଗତକାଲି ମଧ୍ୟରାତ୍ରିରେ ଏକ ଫର୍ଚୁନର କାର ଦୃତଗତିରେ ସୁବର୍ଣ୍ଣପୁରରୁ ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ ମାଟିଖାଇ ନୂଆବସ୍ତି ନିକଟରେ ଏକ…

ବଲାଙ୍ଗୀରରେ ସାମ୍ବାଦିକଙ୍କୁ ନିର୍ମମ ଆକ୍ରମଣ: ୨ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ବଲାଙ୍ଗୀର ଜିଲ୍ଲାର ପୁଇଁତଳା ଥାନା ଅଧୀନ କୁଲଥିପାଲି ଗାଁରେ ଗତ ଶୁକ୍ରବାର ଏକ ଅତ୍ୟନ୍ତ ନିନ୍ଦନୀୟ ଘଟଣାରେ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ପ୍ରଧାନଙ୍କୁ ହାତଗୋଡ଼ ବାନ୍ଧି…

ଝାରସୁଗୁଡ଼ା: ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନ ମାମଲାରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ

ଝାରସୁଗୁଡ଼ା ପୋକ୍ସୋ କୋର୍ଟ ଜଣେ ଶିକ୍ଷକଙ୍କୁ ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନ ଅଭିଯୋଗରେ ୨୦ ବର୍ଷର କଠୋର କାରାଦଣ୍ଡରେ ଦଣ୍ଡିତ କରିଛି। ଏହି ଘଟଣା ୨୦୨୨ ମସିହାରେ…

ସମ୍ବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: କାର ଡିଭାଇଡରରେ ପିଟି ଟ୍ରକ ସହ ଧକ୍କା, ୨ ମୃତ, ୨ ଗୁରୁତର

ସମ୍ବଲପୁର ଜିଲାର ବୁର୍ଲା ଥାନା ଅନ୍ତର୍ଗତ ଲଡୁଖାଇ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ…

ଛତିଶଗଡ଼ରୁ ଧାନ ଚାଲାଣ: ବରଗଡ଼ରେ ଚାଷୀଙ୍କ ଚିନ୍ତା, ପ୍ରଶାସନର ନିୟନ୍ତ୍ରଣ ଅପାରଗ

ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ୭ ଦିନ ହେଲା ଚାଲିଛି, କିନ୍ତୁ ଚାଷୀଙ୍କ ଧାନ ବିକ୍ରି ଏପର୍ଯ୍ୟନ୍ତ ସରି ନାହିଁ। ଆହୁରି ୨ ମାସ…

ବରଗଡ଼ରେ ସିବିଏସଇ ଫଳାଫଳ ଅଟକାଇବା ବିରୋଧରେ ଅଭିଭାବକଙ୍କ ତୀବ୍ର ଆନ୍ଦୋଳନ

 ବରଗଡ଼, ଓଡ଼ିଶା: ବରଗଡ଼ ଜିଲ୍ଲାରେ ସିବିଏସଇ (କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ) ଅଧୀନସ୍ଥ ୬ଟି ସ୍କୁଲର ଦଶମ ଓ ଦ୍ଵାଦଶ ଶ୍ରେଣୀର ଫଳାଫଳ ଅଟକାଇ ରଖାଯାଇଥିବାରୁ ଅଭିଭାବକ…