ଗୋଡଭଗା ଜଗନ୍ନାଥ ମନ୍ଦିର ଓ ମହାଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପଦ୍ମଶ୍ରୀ ଅନୁପ ଜଲୋଟାଙ୍କ ଭଜନ ସମାହୋର

ଓଡ଼ିଶାର ବରଗଡ଼ ଜିଲ୍ଲାରେ ଅବସ୍ଥିତ ଗୋଡଭଗା ଠାରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ଓ ମହାଲକ୍ଷ୍ମୀ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଏକ ଭବ୍ୟ ଓ ଆଧ୍ୟାତ୍ମିକ ମାହୋଲରେ ପାଳିତ ହେବାକୁ ଯାଉଛି। ଏହି ଅବସରରେ ବଲିଉଡର ବିଖ୍ୟାତ କଣ୍ଠଶିଳ୍ପୀ ତଥା ପଦ୍ମଶ୍ରୀ ସମ୍ମାନିତ ଅନୁପ ଜଲୋଟା ଏକ ଭଜନ ସମାହୋରରେ ଯୋଗଦେଇ ଭକ୍ତମାନଙ୍କୁ ଆଧ୍ୟାତ୍ମିକ ସଙ୍ଗୀତରେ ମଜାଇ ରଖିବେ।

Leave a Reply

Your email address will not be published. Required fields are marked *