କବିତା
ଏଡିକି ଟିକିଏ ଦେଶ ଟିଏ !
ସୁଧାଂଶୁ ଶେଖର ମିଶ୍ର
ଏଡିକି ଟିକିଏ ଦେଶ ଟିଏ !
ଆତକଂବାଦ ର ଫେକ୍ଟ୍ରି ସିଏ !
କହୁଛୁ କଣରେ ପାକିସ୍ଥାନ !
ଏତେକଣ ତୋର ଅଭିମାନ !
ପାଣି ରଖିଦେଲେ ସୁଖିଯିବୁ !
ପାଣି ଛାଡିଦେଲେ ବୁଡିଯିବୁ !
ଘରେ ଖାଇବାକୁ ନାହିଁ ଖୁଦ !
ଆମସାଂଗେ କଣ କରିବୁ ଯୁଦ୍ଧ !
ହୁଅନା ତୁ ଛାଟିପିଟି !
ଆଗପଛ ଯଦି ବିଚାର ନ କରୁ,
ନକସା ରୁ ଯିବୁ ମେଟି !
ହୋଇଯାରେ ବାବୁ ସାବଧାନ !
ଇତି ତୋର ବାପା ହିନ୍ଦୁସ୍ଥାନ !!!
ଜୟ ହିନ୍ଦ !